31.1 C
Bhubaneswar
Monday, March 9, 2026
Homeଓଡିଶାପାର୍ଟି ଭାବୁଛି ଯୋଗ୍ୟତା ନାହିଁ: ଜୟନାରାୟଣ

ପାର୍ଟି ଭାବୁଛି ଯୋଗ୍ୟତା ନାହିଁ: ଜୟନାରାୟଣ

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନଥିବାରୁ ପୁଣି ବୁଲେଇ ବଙ୍କେଇ କହିଲେ ଜୟନାରାୟଣ । କେହିତ ଅଫର କରୁନାହାନ୍ତି । ଡିନାଏ କି ଆସେପ୍ଟ କଥା କିପରି କହିବି । କାହିଁ ଅପର କରୁ ନାହାନ୍ତି ପ୍ରଶ୍ନରେ କହିଲେ ଯୋଗ୍ୟତା ନଥିବ ଭାଇ । ଯୋଗ୍ୟତା ଗୋଟିଏ ବଡ ଜିନିଷ । ସିନିୟର ହେଲେ କଣ ହେଲା । ମୁଁ ଭାବୁନି, ପାର୍ଟି ଭାବୁଛି ମୋର ଯୋଗ୍ୟତା ନଥିବ ବୋଲି । ପାର୍ଟିରେ ବଡ ବଡ ଅଭିଜ୍ଞ ନେତାମାନେ ଅଛନ୍ତି, ସେମାନେ ଯାହା ଭାବିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking