25.1 C
Bhubaneswar
Saturday, March 7, 2026
Homeଓଡିଶାକଂଗ୍ରେସ ସହ ସାମୟିକ ଡିଲ: ସଂତୃପ୍ତ

କଂଗ୍ରେସ ସହ ସାମୟିକ ଡିଲ: ସଂତୃପ୍ତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ ହୋଇଛି କହିଲେ ସଂତୃପ୍ତ ମିଶ୍ର । କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି । ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ । ସୀମିତ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାମଣା ହୋଇଛି । ଏପଟେ ବିଜେପି କହିଛି, ଦିଲ୍ଲୀପ ରାୟଙ୍କ ସବୁ ଦଳ ସହିତ ବହୁତ ଭଲ ସମ୍ପର୍କ ରହିଛି । ଜଣେ ଜଣାଶୁଣା ବ୍ୟକ୍ତିତ୍ୱ , ରାଜନୈତିକ ଅଭିଜ୍ଞତା ରହିଛି । ରାଜ୍ୟସଭା ବିଜୟ ସୂତ୍ରରେ ଯିଏ ପାରଙ୍ଗମ ସିଏ ବିଜୟ ଲାଭ କରିବ । ୨୦୦୨ରେ କେମିତି ରାଜ୍ୟସଭାକୁ ଯାଇଥିଲେ, ସେ ସୂତ୍ର ତାଙ୍କୁ ଭଲଭାବରେ ଜଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking