36.1 C
Bhubaneswar
Tuesday, March 3, 2026
Homeଓଡିଶାଶାହ, ମୋହନ, ମନମୋହନଙ୍କୁ ଭେଟିଛି: ଦିଲ୍ଲୀପ

ଶାହ, ମୋହନ, ମନମୋହନଙ୍କୁ ଭେଟିଛି: ଦିଲ୍ଲୀପ

ଭୁବନେଶ୍ୱର: ସ୍ୱାଧୀନ ପ୍ରାର୍ଥୀତ୍ୱ ଘୋଷଣା ପରେ ଦିଲ୍ଲୀପ ରାୟ ବଡ ଘୋଷଣା କରିଛନ୍ତି । କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲଙ୍କୁ ଭେଟି ସାରିଛି । ସବୁ ଦଳର ସମର୍ଥନ ପାଇଁ ଉଦ୍ୟମ ଜାରି ରଖିବି । ନବୀନ ବାବୁ ଓ ଭକ୍ତ ବାବୁଙ୍କୁ ଭେଟିବା ପାଇଁ ସମୟ ମାଗିବି । ଯଦି ସେମାନେ ସମୟ ଦିଅନ୍ତି ତାହାଲେ ଭେଟି ସମର୍ଥନ ଲୋଡିବି । ୨୦୦୨ ନିର୍ବାଚନରେ ୩୦ ଭୋଟ ପାଇଥିଲି । ଏଥର ବି ଆଶାବାଦୀ କହିଛନ୍ତି ଦିଲ୍ଲୀପ । ଅନ୍ୟପଟେ ଆହୁରି କହିଛନ୍ତି , ମୁଁ ଏବେ ବି ବିଜେପିରେ ଅଛି । ରାଜ୍ୟସଭାର ସ୍ୱାଧୀନ ପ୍ରାର୍ଥୀ ଭାବେ ମୁଁ ୫ ତାରିଖରେ ନାମାଙ୍କନ ଦାଖଲ କରିବି । ଏଥିନେଇ କେନ୍ଦ୍ର ରାଜ ନେତୃତ୍ୱଙ୍କ ସହ କଥା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking