27.1 C
Bhubaneswar
Thursday, February 26, 2026
Homeଦେଶ ବିଦେଶଏନସିଇଆରଟି ବହି ବିବାଦ: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଏନସିଇଆରଟି ବହି ବିବାଦ: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଏନସିଇଆରଟିକୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଉଦବେଗକୁ ସରକାର ଗ୍ରହଣ କରିଛନ୍ତି । ଏହି ପୁସ୍ତକକୁ ପ୍ରତ୍ୟାହାର ପାଇଁ ଏନସିଇଆରଟିକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିଇଆରଟିର ଯେଉଁ ଅଫିସର ଏପରି କରିଛନ୍ତି କାର୍ଯ୍ୟାନୁଷ୍ଟାନ ହେବ । ସରକାର ଆଉ ଥରେ ଏପରି କରିବାକୁ ଦେବେ ନାହିଁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଚାର ବିଭାଗରେ ଭ୍ରଷ୍ଟାଚାର ବିଷୟ ୮ମ ଶ୍ରେଣୀ ପୁସ୍ତକରେ ସ୍ଥାନ ପାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking