33.1 C
Bhubaneswar
Monday, February 23, 2026
Homeଓଡିଶାସରକାରୀ ଦଳ ପ୍ରସ୍ତୁତ ନୁହେଁ: ତାରା

ସରକାରୀ ଦଳ ପ୍ରସ୍ତୁତ ନୁହେଁ: ତାରା

ଭୁବନେଶ୍ୱର: ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି । ଏନେଇ ବିଧାୟକଙ୍କ ତାରା ପ୍ରସାଦ ବାହିନୀ ପତି ପ୍ରତିକ୍ରିୟା ରଖି କହିଛନ୍ତି , ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତ ନୁହେଁ । ମୁକାବିଲା ପାଇଁ ପ୍ରସ୍ତୁତ ନଥିବାରୁ ପଛଘୁଞ୍ଚା ଦେଉଛନ୍ତି । ଚାଷୀମାନଙ୍କ ସମସ୍ୟା ନେଇ ସରକାର କିଛି କରୁନାହାନ୍ତି । ସାରା ବିଶ୍ୱରେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି । ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କ ବିଶୃଙ୍ଖଳା କାରଣରୁ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ବିଧାନସଭା ବଜେଟ ଅଧିବେଶନର ଆଜିକୁ ୬ ଦିନ ହେଲାଣି ତଥାପି ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ତେବେ ଲୋକଙ୍କ ସମସ୍ୟାର ସମାଧାନ ହେବ କିପରି ତାହା ଏବେ ବଡ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking