32.1 C
Bhubaneswar
Thursday, February 19, 2026
Homeଓଡିଶା୧୧୭୧ ସ୍କୁଲ ବସରେ ନାହିଁ ଫିଟନେସ

୧୧୭୧ ସ୍କୁଲ ବସରେ ନାହିଁ ଫିଟନେସ

ଭୁବନେଶ୍ୱର: ସାବଧାନ! ସ୍କୁଲ ବସରେ ନାହିଁ ଫିଟନେସ । ବିପଜ୍ଜନକ ସ୍ଥିତିରେ ସ୍କୁଲ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ ବସରେ ନାହିଁ ଫିଟନେସ । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ବ୍ୟବହାର ହେଉଛି ୪୦୪୫ ବସ । ରାଜଧାନୀରେ ଗଡୁଥିବା ୧୭ଟି ବସର ନାହିଁ ଫିଟନେସ ସାର୍ଟିଫିକେଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking