31.1 C
Bhubaneswar
Monday, February 16, 2026
Homeଓଡିଶାଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାୟଗଡା: ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ସିଦ୍ଧାନ୍ତ ଗାଣ୍ଠା । ରାୟଗଡା ଜିଲ୍ଲା ଶେଷଖାଲ ଥାନା ବାଇସିଂ ଗାଁ ସିନ୍ଧାନ୍ତ ଗାଣ୍ଠା ଗତକାଲି କୌଣସି ଏକ କାମରେ ରାୟଗଡା ସହରକୁ ଯାଇ ଆଉ ଫେରିନଥିଲେ । ଆଜି ସକାଳୁ ସକାଳୁ ତାଙ୍କ ମୃତଦେହ ଗାଁ ପାଖ ଚାଷ ଜମିରେ ପଡିଥିବା ଦେଖିବାକୁ ପାଇଥିଲେ । ଏବଂ ପରିବାର ଲୋକେ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ତେବେ ଯିବକଙ୍କ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking