25.1 C
Bhubaneswar
Thursday, February 12, 2026
Homeଓଡିଶାକଟକରେ ଲେଜର ଲାଇଟ ମନା

କଟକରେ ଲେଜର ଲାଇଟ ମନା

କଟକ: କଟକରେ ଲେଜର ଲାଇଟ ବ୍ୟବହାର ଉପରେ ହାଇକୋର୍ଟଙ୍କ ଆଶ୍ୱସ୍ତି । ରାତି ୧୦ଟା ପରେ ରୋଷଣୀ ମନା, ଡିଜେ ବ୍ୟବହାର ନେଇ କଟକଣା ଲାଗିଛି । ଏଥିସହିତ ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ଉପରେ ବି ରୋକ ଲାଗିଛି । କମିଶନରେଟ ପୋଲିସକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ମାମଲାର ଶୁଣାଣିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking