25.1 C
Bhubaneswar
Thursday, February 5, 2026
Homeଓଡିଶାଆସନ୍ତାକାଲି ସାମାନ୍ୟ ଖସିପାରେ ପାରଦ !

ଆସନ୍ତାକାଲି ସାମାନ୍ୟ ଖସିପାରେ ପାରଦ !

ଭୁବନେଶ୍ୱର: ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ । କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଶୁକ୍ରବାର ଫୁଲବାଣୀରେ ୧୨ ଡିଗ୍ରୀ, ବଲାଙ୍ଗିରରେ ୧୩, ବୌଦ୍ଧରେ ୧୪ ଡିଗ୍ରୀ ରହିପାରେ । ରାଉରକେଲା ଓ ନବରଙ୍ଗପୁରରେ ୧୨ ଡିଗ୍ରୀ ରହିବ । ଶନିବାର ଫୁଲବାଣୀ ଓ ନବରଙ୍ଗପୁରରେ ୧୧ ଡିଗ୍ରୀ ରହିପାରେ । ମଙ୍ଗଳବାର ରାତିରେ ତାପମାତ୍ରା ୧୪-୧୫ ଡିଗ୍ରୀ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking