25.1 C
Bhubaneswar
Thursday, February 5, 2026
Homeଓଡିଶାଏଫଏମ ବିଶ୍ୱବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି

ଏଫଏମ ବିଶ୍ୱବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି

ବାଲେଶ୍ୱର:  ଫକୀର ମୋହନ ବିଶ୍ଵବିଦ୍ୟାଳୟର କୂଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟପାଳ। ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି। ନୂତନ କୂଳପତି ଯୋଗଦେବା ପର୍ଯ୍ୟନ୍ତ ଦାୟିତ୍ଵରେ ରହିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ବିଶ୍ଵବିଦ୍ୟାଳୟର କୁଳପତି ଦାୟିତ୍ଵରେ ସନ୍ତୋଷ କୁମାର ତ୍ରିପାଠୀ ଅଛନ୍ତି। ପୂର୍ବରୁ ୬ ମାସ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ସରିଆସୁଥିବାରୁ ପୁର୍ନବାର ୬ ମାସ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking