ଭୁବନେଶ୍ୱର: ସରକାରଙ୍କୁ ସରକାରୀ ଆଇଟିଆଇ ଚିନ୍ତା । ପ୍ରତିମାସରେ ହେବ ସମୀକ୍ଷା ।ପ୍ରତିମାସର ଦ୍ୱିତୀୟ ମଙ୍ଗଳବାର ବୈଠକ କରିବାକୁ ନିର୍ଦ୍ଦେଶନାମା ରହିଛି । ଉପସ୍ଥାନ, ଭିତ୍ତିଭୂମି, ପ୍ଲେସମେଣ୍ଟ, ପରିଚାଳନା ଆଦି ନେଇ ସମୀକ୍ଷା ହେବ । ଏନେଇ ସରାକରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲା ବୈଷୟିକ ଶିକ୍ଷା ବିଭାଗ ।










