28.1 C
Bhubaneswar
Thursday, February 5, 2026
Homeଓଡିଶା୨ ହାତୀ ଦାନ୍ତ ଜବତ: ୪ ଗିରଫ

୨ ହାତୀ ଦାନ୍ତ ଜବତ: ୪ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଗାଁରେ ଚଢାଉ । ବନ ବିବାଗ ଚଢାଉ କରି ୨ଟି ହାତୀ ଦାନ୍ତ ଜବତ କରିଥିବା ବେଳେ ୪ ଜଣଙ୍‌କୁ ଗିରଫ କରି । ଏହି ଗାଁର କିଛି ହାତୀ ଦାନ୍ତ ବେପାରୀ ୨ଟି ହାତୀ ଦାନ୍ତ ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗାଁର କିଛି ହାତୀ ଦାନ୍ତ ବେପାରୀ ୨ଟି ହାତୀ ଦାନ୍ତ ରଖି ପୂଜା କରୁଥିବା ନେଇ ବନ ବିଭାଗ ଖବର ପାଇଥିଲେ । ପରେ ବନ ବିଭାଗ ଟିମ ସେହି ସ୍ଥାନରେ ପହଞଅଚି ଅଚାନକ ରେଡ କରିଥିଲେ । ରେଡ ସମୟରେ ଭଦ୍ରକ ଓ ଇଞ୍ଚୁଡ଼ି ଅଂଚଳରୁ ୨ ଜଣ ଓ ତଳନଗର ଓ ସବିରା ଅଂଚଳରୁ ୨ ଜଣ ବେପାରିଙ୍କୁ ଗିରଫ କରାଯାଇଛି । ଏମାନେ ଦୀର୍ଘ ଦିନ ଧରି ହାତୀ ଦାନ୍ତ ବେପାର କରି ଆସୁଥିଲେ କ୍ଷ ଗତକାଲି ହାତୀ ଦାନ୍ତକୁ ପୂଜା କରିବା ପରେ ବାହାର ରାଜ୍ୟକୁ ବିକ୍ରି କରିବାର ବ୍ୟବସ୍ଥା କରୁଥିବା ବେଳେ ବନ ବିଭାଗ ରେଡ କରିଥିଲା । ଏହି ହାତୀ ଦାନ୍ତର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ସୂଚନା ମିଳିଛି । ଏହି ଚଢ଼ାଉରେ ବାଲେଶ୍ୱର ରେଞ୍ଜର, ସୋର ରେଞ୍ଜର, ପ୍ରମୁଖ ଉପସ୍ଥିତ ଥିଲୋ ଏହି ହାତୀ ଦାନ୍ତ ବେପାରରେ ଆହୁରି ଲୋକ ଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking