29.1 C
Bhubaneswar
Monday, February 2, 2026
Homeଓଡିଶାବୁର୍ଲାରେ ଖୋଲିବ ତହସିଲ୍ ଅଫିସ୍‌: ମନ୍ତ୍ରୀ

ବୁର୍ଲାରେ ଖୋଲିବ ତହସିଲ୍ ଅଫିସ୍‌: ମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ୍ ଅଫିସ୍ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳଙ୍କ ସହ କାର୍ଯ୍ୟାଳୟରେ ସମୀକ୍ଷା ପରେ ଦେଲେ ସୂଚନା । ଏହା ସହ ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ । ଗାଁକୁ ଯିବେ ସଚିବ, ବିଭାଗୀୟ ଅଧିକାରୀ । ରାସ୍ତା ନଥିଲେ ଚାଲିଚାଲି ଗାଁକୁ ଯିବେ । ୩୦ ଜିଲ୍ଲା ପାଇଁ ୩୦ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୪୫ଟି ଯୋଡନାର ସମୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଛି । ୨୧ ଅଧିକାରୀଙ୍କୁ ଉନ୍ନୟନ କମିସନରଙ୍କ ଦାୟିତ୍ୱ ଦିଆଯାଇଛି । ଅତିକମ୍‌ରେ ୨-୩ ଦିନିଆ କାର୍ଯ୍ୟକ୍ରମ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking