19.1 C
Bhubaneswar
Monday, February 2, 2026
Homeଓଡିଶାଆଜିଠୁ ଓଜେଇଇ ଆବେଦନ

ଆଜିଠୁ ଓଜେଇଇ ଆବେଦନ

ଭୁବନେଶ୍ୱର: ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ପଞ୍ଜୀକରଣ । ଓଜେଇଇ – ୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ । ମେ ୪, ୫, ୭, ୮ ଓ ୯ ତାରିଖରେ ଆପାତତଃ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀଙ୍କ ପ୍ରବେଶ ପତ୍ରରେ ସଠିକ୍ ପରୀକ୍ଷା କେନ୍ଦ୍ର, ତାରିଖ ଏବଂ ପରିବର୍ତ୍ତନ ଉଲ୍ଲେଖ କରାଯିବ। ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାନୁଆରୀ ୨୮, ୨୦୨୬ ରୁ ଆରମ୍ଭ ହୋଇ ୨୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀମାନେ କେବଳ ଅଫିସିଆଲ୍ ଓଜେଇଇ ୱେବସାଇଟ୍ (ojee.nic.in) ମାଧ୍ୟମରେ ଆବେଦନ କରିବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking