19.1 C
Bhubaneswar
Monday, February 2, 2026
Homeଓଡିଶାଏସ୍‌ଆଇ ନିଯୁକ୍ତି: ୨ ସପ୍ତାହ ମଧ୍ୟରେ ଜଣାଅ

ଏସ୍‌ଆଇ ନିଯୁକ୍ତି: ୨ ସପ୍ତାହ ମଧ୍ୟରେ ଜଣାଅ

ଭୁବନେଶ୍ୱର: ପୋଲିସ ଏସ୍‌ଆଇ କେଳେଙ୍କାରୀ ମାମଲା । ନିଯୁକ୍ତି ପ୍ରକ୍ରିୟା କେବେ ଆରମ୍ଭ ହେବ ପଚାରିଲେ ହାଇକୋର୍ଟ । ୨ ସପ୍ତାହ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏସ୍‌ଆଇ ନିଯୁକ୍ତି ନେଇ ଗଠନ ହୋଇଛି ନୂଆ କମିଶନ । ଓଡିଶା ୟୁନିଫର୍ମ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ୨୦୨୫ ଗଠନ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking