ଅନୁଗୁଳ: ବ୍ରାଉନସୁଗାର ବେପାରୀଙ୍କ ଘରୁ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ। ବିପୁଳ ପରିମାଣର ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ। ହାତୀଶାଳପଡ଼ା ଭଡ଼ା ଘରୁ ଜବତ କଲା ସ୍ପେଶାଲ ସ୍କ୍ୱାଡ୍ ଓ ଟାଉନ୍ ପୋଲିସ। ଭଡ଼ା ଘରେ ଚାଲିଥିଲା ଧଳା ଜହର କାରବାର। ଏହି ଘଟଣାରେ ପୋଲିସ ୨ ବେପାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।










