20.1 C
Bhubaneswar
Monday, January 19, 2026
Homeଓଡିଶାକାର ଉପରେ ଚଢ଼ିଗଲା ଆଉ ଏକ କାର: ୨ ଆହତ

କାର ଉପରେ ଚଢ଼ିଗଲା ଆଉ ଏକ କାର: ୨ ଆହତ

ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣିରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା । କାର ଉପରେ ଚଢ଼ିଗଲା ଆଉ ଏକ କାର । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ୨ଟି କାରକୁ ଜବତ କରି ଛାନବିନ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking