26.1 C
Bhubaneswar
Thursday, January 15, 2026
Homeଓଡିଶାକୋଲକତାରେ ହେବ ଇନଭେଷ୍ଟର ମିଟ୍‌: ସିଏସ

କୋଲକତାରେ ହେବ ଇନଭେଷ୍ଟର ମିଟ୍‌: ସିଏସ

ଭୁବନେଶ୍ୱର: ଶିଳ୍ପକୁ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟ ସଚିବ ଅନୁ ଗର୍ଗ । କୋଲକାତାରେ ଅନୁଷ୍ଠିତ ହେବ ଇନଭେଷ୍ଟର ମିଟ୍ । ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଁ ଯିବି । ଏହା ସହ ସେ କହିଛନ୍ତି ଯେ ସଚିବସ୍ତରୀୟ ବୈଠକରେ ପାନୀୟଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେବା ପାଇଁ ଆଲୋଚନା ହୋଇଛି । ଆସନ୍ତା ବଜେଟ୍‌ରେ କଣ ନୂଆ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହେବ । ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking