23.1 C
Bhubaneswar
Tuesday, January 13, 2026
Homeଓଡିଶାଅଶ୍ଳୀଳ ନୃତ୍ୟ କଲେ ଆକ୍ସନ: ମନ୍ତ୍ରୀ

ଅଶ୍ଳୀଳ ନୃତ୍ୟ କଲେ ଆକ୍ସନ: ମନ୍ତ୍ରୀ

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଛତିଶଗଡ ପରି ଓଡିଶାରେ ବି ହୋଇପାରେ କାର୍ଯ୍ୟାନୁଷ୍ଠାନ । ଓଡିଶାରେ ଜନମତ ବି ସ୍ପଷ୍ଟ ଅଛି ଯେ ଅଶ୍ଳୀଳ ନୃତ୍ୟୁ ନ ହେଉ । ଏନେଇ ଆୟୋଜକ ଓ ଯାତ୍ରା ପାର୍ଟି ମାଲିକଙ୍କୁ ଜଣାଯାଇଛି । ସଂସ୍କୃତି ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି । ଅଶ୍ଳୀଳ ନୃତ୍ୟୁ କଲେ ପରିଣାମ ସାମ୍ନା କରିବାକୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking