23.1 C
Bhubaneswar
Tuesday, January 13, 2026
Homeଓଡିଶାହୋଇପାରେ ଅନଲାଇନ୍ ଖାତା ଦେଖା

ହୋଇପାରେ ଅନଲାଇନ୍ ଖାତା ଦେଖା

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷାରେ ଚଳିତ ବର୍ଷ ହୋଇପାରେ ଅନଲାଇନ୍ ଖାତା ଦେଖା । କଳା ବିଭାଗ ପାଇଁ ପ୍ରସ୍ତୁତି କରାଯାଉଛି କହିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ସହ ମନ୍ତ୍ରୀ କହିଛନ୍ତି ଯେ ଚୂଡାନ୍ତ ପାଇଁ ବଜେଟ୍ ଫାଇନାଲ୍ ହୋଇନାହିଁ, ନିଷ୍ପତ୍ତି ନିଆଯାଇପାରେ । ଟାଇମ ପିରିୟଡ୍ ଭିତରେ ଖାତା ଦେଖା, ସ୍ୱଚ୍ଛତା ପାଇଁ ଯୋଜନା କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking