31.1 C
Bhubaneswar
Tuesday, March 24, 2026
Homeଓଡିଶାପିୟୁସିସି ପ୍ରସଙ୍ଗ: ହାଇକୋର୍ଟଙ୍କ ନୋଟିସ

ପିୟୁସିସି ପ୍ରସଙ୍ଗ: ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର: ପିୟୁସିସି ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ । ପରିବହନ ସଚିବ ଏବଂ ଏସଟିଏକୁ ହାଇକୋର୍ଟଙ୍କ ଜବାବ ତଲବ । ଏମଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ ଦିଆଯାଇଛି । ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ମାମଲା ରହିଛି । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking