22.1 C
Bhubaneswar
Monday, January 12, 2026
Homeଓଡିଶା୧୭ରେ ରତ୍ନଭଣ୍ଡାର ଗଣତିମଣତି ନେଇ ବୈଠକ: ଅରବିନ୍ଦ ପାଢୀ

୧୭ରେ ରତ୍ନଭଣ୍ଡାର ଗଣତିମଣତି ନେଇ ବୈଠକ: ଅରବିନ୍ଦ ପାଢୀ

ପୁରୀ: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ । ରତ୍ନ ଅଳଙ୍କାର ଗଣତିମଣତି ନେଇ ପ୍ରସ୍ତୁତ ଏସଓପି ଉପରେ ହେବ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀ ଗୁଣ୍ଡିଚା ମନ୍ଦିର ସଂରକ୍ଷଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସର୍ବସାଧାରଣଙ୍କ ଦର୍ଶନ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଖୋଲିପାରେ ଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପରେ ପ୍ରଥମ ୩ ଦିନ ନିଃଶୁକ୍ଳରେ ପ୍ରବେଶ କରିପାରିବେ । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking