21.1 C
Bhubaneswar
Tuesday, February 3, 2026
Homeଓଡିଶାଲୋକସେବା ଭବନରେ ରିଲ୍ସ: ଆସିବ ଗାଇଡଲାଇନ

ଲୋକସେବା ଭବନରେ ରିଲ୍ସ: ଆସିବ ଗାଇଡଲାଇନ

ଭୁବନଶ୍ୱର: ଲୋକସେବା ଭବନରେ ରିଲ୍ସ । ଗାଇଡଲାଇନ ଆଣିବ ଗୃହ ବିଭାଗ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ କହିଲେ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ତାଗିଦ କରିବେ । ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ପଦକ୍ଷେପ ନେବେ । ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କହିଲେ ମନ୍ତ୍ରୀା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking