19.1 C
Bhubaneswar
Saturday, December 27, 2025
Homeଦେଶ ବିଦେଶଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ

ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଆଜି ୧୨:୦୪ ସମୟରେ ଭୂମିକମ୍ପ ୧୧୦ କିଲୋମିଟର ଗଭୀରତାରେ ହୋଇଥିଲା। କିନ୍ତୁ ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁଏହା ପୂର୍ବରୁ ଡିସେମ୍ବର ୧୯ ତାରିଖରେ ଏହି ଅଞ୍ଚଳରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking