24.1 C
Bhubaneswar
Friday, December 26, 2025
Homeଓଡିଶାପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସିରିଜ ବୋମା ମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସିରିଜ ବୋମା ମାଡ଼

ପୁରୀ: ପୁରୀ ଗଡ଼ିଶାଗଦା ଥାନା ଗୋପୀନାଥପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସିରିଜ ବୋମା ମାଡ଼। ଦୁଇ ଜଣ ସାମାନ୍ୟ ଆହତ। ଘଟଣାସ୍ଥଳରେ ପହଁଚି ଛାନଭିନ୍ ଚଳାଇବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ଜମି ଜମା ବିବାଦକୁ କେନ୍ଦ୍ର କରି ବୋମା ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି।  ତେବେ ବଡ ପ୍ରଶ୍ନ ଉଠୁଛି ଯେ ଏଭଳି ସ୍ଥିତିରେ ଲୋକମାନେ କେତେ ସୁରକ୍ଷିତପୋଲିସ ଙ୍କୁ ଅପରାଧୀଙ୍କ ଏହା ଖୋଲା ଚ୍ୟାଲେଞ୍ଜ ନା ଅପରାଧୀ ଭୟ ଶୂନ୍ୟ ହୋଇ ଏଭଳି କାନ୍ଦ ଦିବା ଆଲୋକରେ ଘଟାଉଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking