21.1 C
Bhubaneswar
Monday, December 22, 2025
Homeଓଡିଶାଯଦି ପୂର୍ବରୁ କିସ୍‌ରେ କିଛି ଘଟିଛି, ତଦନ୍ତ ହେଉ: ବବିତା ପାତ୍ର

ଯଦି ପୂର୍ବରୁ କିସ୍‌ରେ କିଛି ଘଟିଛି, ତଦନ୍ତ ହେଉ: ବବିତା ପାତ୍ର

ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ଘଟଣାରେ ମୃତ ଛାତଙ୍କ ପରିବାରକୁ ଭେଟିବା ପରେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ରଙ୍କ ପ୍ରତିକ୍ରିୟା । କିସ୍‌ରେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଦୋହରାଇଛନ୍ତି ଓଏସସିପିସିଆର ଅଧ୍ୟକ୍ଷା । ସେ କହିଛନ୍ତି ଯେ ଦୋଷୀ ଓ ଦାୟିତ୍ୱରେ ଅବହେଳାକାରୀ ଗିରଫ ହୋଇଛନ୍ତି । ଆମ ପୁଅ ସହ ଯାହା ହେଲା ଆଉ କାହା ସହ ନହେଉ କହିଛନ୍ତି ମୃତକଙ୍କ ବାପା ଓ ମାଆ । କିସ୍ କର୍ତ୍ତୃପକ୍ଷ ଧ୍ୟାନ ରଖିବା ସହ ପିଲାଙ୍କୁ ସମ୍ପୂଣ୍ଣ ସୁରକ୍ଷା ଦେବା ଦରକାର । ପୂର୍ବରୁ ମଧ୍ୟ କିଛି ଘଟଣା ଘଟିଥିବା କଥା ଯଦି ଆସୁଛି, ତଦନ୍ତ ହେବା ଉଚିତ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking