25.1 C
Bhubaneswar
Monday, December 22, 2025
Homeଓଡିଶାକିସ୍ ଛାତ୍ର ହତ୍ୟା: ସିବିଆଇ ତଦନ୍ତ ଦାବି

କିସ୍ ଛାତ୍ର ହତ୍ୟା: ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: କିସ୍ ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ବିଧାୟକ ଲକ୍ଷ୍ମଣ ମୁଣ୍ଡା । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଦିବାସୀ ଅତ୍ୟାଚାରକୁ ନେଇ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି । ଏହି ଘଟଣାରେ କିସ୍ ପ୍ରତିଷ୍ଠାତାଙ୍କୁ ଆଇନର ପରିସରକୁ ଆଣିବାକୁ ବଣାଇ ବିଧାୟକ ଦାବି କରିଛନ୍ତି । ନଚେତ ଆଦିବାସୀ ସମାଜ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ କିସ୍ ଛାତ୍ରଙ୍କ ହତ୍ୟା ଘଟଣାରେ କଠୋର ହୋଇଛି ପୋଲିସ । ଚିକିତ୍ସା କରିଥିବା ଡାକ୍ତରଙ୍କ ସମ୍ପର୍କରେ ମେଡିକାଲ ବୋର୍ଡକୁ ରିପୋର୍ଟ ପଠାଇଛନ୍ତି । ଡାକ୍ତରଙ୍କ ରିପୋର୍ଟ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ପଠାଇଲା ପୋଲିସ । ଚିକିତ୍ସା ସମ୍ପର୍କିତ ଟେକ୍ନିକାଲ ରିପୋର୍ଟ ପଠାଇବାକୁ ମଧ୍ୟ ପୋଲିସର ଚିଠି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking