25.1 C
Bhubaneswar
Monday, December 22, 2025
Homeଓଡିଶାଅବସରପ୍ରାପ୍ତ ଏଲଏଚବିଙ୍କୁ ହତ୍ୟା

ଅବସରପ୍ରାପ୍ତ ଏଲଏଚବିଙ୍କୁ ହତ୍ୟା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡିଆଜୋର ଗାଁରେ ଅବସରପ୍ରାପ୍ତ ଏଲଏଚବି ସୁଚିତ୍ରା ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଛି । ସେ ଘରେ ଏକୁଟିଆ ଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ପଶି ଲୁଟପାଟ କରିଥିବା ସନ୍ଦେହ କରାଯାଉଛି । ଦୁର୍ବୃତ୍ତମାନେ ହତ୍ୟା କରି ଘରେ ଥିବା ସ୍କୁଟିକୁ ନେଇ ଫେରାର ହୋଇ ଯାଇଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ ଥାନା ପୁଲି, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଏଲଏଚବି ଗତ ଡିସେମ୍ବର ୨୦୨୪ରେ ଅବସର ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking