18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଭୁଶୁଡିଲା ବେସମେଣ୍ଟ କାନ୍ଥ: ୪ ଗୁରୁତର

ଭୁଶୁଡିଲା ବେସମେଣ୍ଟ କାନ୍ଥ: ୪ ଗୁରୁତର

ଆଗ୍ରା: ଆଗ୍ରାର ତାଜ ସହର ନମକ ମଣ୍ଡି ଅଞ୍ଚଳରେ ଏ ବଡ ଅଘଟଣ। ବେସମେଣ୍ଟ ନିର୍ମାଣ ସମୟରେ ଏକ କାନ୍ଥ ଭୁଶୁଡ଼ି ପଡ଼ିଛି। କାନ୍ଥ ଭୁଶୁଡିବା ପରେ ଭଗ୍ନାବଶେଷ ତଳେ ଫସିରହିଥିଲେ ସାତ ଜଣ ଶ୍ରମିକ। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ଦୁର୍ଘଟଣା ଘଟିବା ସମୟରେ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଶ୍ରମିକମାନେ ନିଆଁ ଜାଳି ନିଜକୁ ଗରମ କରୁଥିଲେ। ଘଟଣାସ୍ଥଳରେ ଏସଡିଏମ୍ ଏବଂ ପୋଲିସ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତିତେବେ ଏହି ବଡ ଅଘଟଣ ପାଇଁ ଦାକିଏ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking