ଭୁବନେଶ୍ୱର: କିୱିରେ ଥିବା ଭିଟାମିନ ସି ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ସୁଦୃଢ କରିଥାଏ । ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । ଏବଂ କିୱି ରକ୍ତ ସଞ୍ଚାଳନକୁ ଉନ୍ନତ କଲେ ଏବଂ ଚର୍ମରେ ଚମକ ଆଣେ । ଏହା କୋଲେଷ୍ଟ୍ରଲକୁ ସନ୍ତୁଳିତ ରଖି ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରେ । କିୱି ନିଦର ଗୁଣବତ୍ତା ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ ।










