28.1 C
Bhubaneswar
Tuesday, February 3, 2026
Homeଓଡିଶାଚିଠି ଲେଖି ମିଡିଆକୁ ଦେବା ଅଗ୍ରହଣୀୟ: ଜୟଦେବ

ଚିଠି ଲେଖି ମିଡିଆକୁ ଦେବା ଅଗ୍ରହଣୀୟ: ଜୟଦେବ

ଭୁବନେଶ୍ୱର: ଗତକାଲି ମହମ୍ମଦ ମୋକିମଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ଏନେଇ ଜୟଦେବ ଜେନା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମୋକିମଙ୍କ ଭଳି ବୁଝିବା ଲୋକ କାହିଁକି ଏଭଳି କଲେ ମୁଁ ବୁଝି ପାରୁନି । ଚିଠି ଲେଖି ମିଡିଆକୁ ଦେବା ଅଗ୍ରହଣୀୟ କହିଛନ୍ତି ଜୟଦେବ । ନେତୃତ୍ୱକୁ ଚ୍ୟାଲେଞ୍ଜ କରି ପୂର୍ବରୁ ବହୁ ସ୍ୱର ଉଠିଛି । ସବୁ ମିଳେଇ ଯାଇଛି । ରାହୁଲ ଓ ଖଡଗେଙ୍କୁ ଚ୍ୟାଲେଞ୍ଜ କରିବା କେହି ଗ୍ରାହଣ କରିବେ ନାହିଁ । ଶୃଙ୍ଖଳା କମିଟି ସବୁ ବିଚାର କରି ଆକ୍ସନ ନେଇଛନ୍ତି । ଭକ୍ତଙ୍କୁ ଅନୁରୋଧ ସମସ୍ତଙ୍କୁ ନେଇ କାମ କରନ୍ତୁ । ଆମେ ତାଙ୍କ ସହ ଅଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking