18.1 C
Bhubaneswar
Wednesday, December 17, 2025
Homeଓଡିଶାବଡ ଚାଷୀ ଆନ୍ଦୋଳନ କେଉଁଠି ନାହିଁ: ସମବାୟ ମନ୍ତ୍ରୀ

ବଡ ଚାଷୀ ଆନ୍ଦୋଳନ କେଉଁଠି ନାହିଁ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀ ଆନ୍ଦେଳନ ପାଇଁ ବିରୋଧୀଙ୍କୁ ଦାୟୀ କଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ ବିରୋଧି ତିଳକୁ ତାଳ କରୁଛନ୍ତି, ସେମିତି ବଡ ଆନ୍ଦୋଳନ କେଉଁଠି ନାହିଁ । ମୁଁ ସିଧାସଳଖ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରୁଛି । ବର୍ତ୍ତର୍ମାନ ସୁଦ୍ଧା ରାଜ୍ୟରେ ୭ଟି ମଣ୍ଡି ଖୋଲିଛି । ବରଗଡରେ ସର୍ବାଧିକ ୬୪ ହଜାର ୬୫୨ ମେଟ୍ରିକ ଟନ୍ ଧାନ ଉଠାଯାଇଛି । ଟୋକନ ପହଞ୍ଚିନଥିବା ସ୍ଥାନରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ହେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking