30.1 C
Bhubaneswar
Tuesday, February 3, 2026
Homeଓଡିଶା୨୧ରେ ଓଡିଶା ଆସିବେ ଶାହ!

୨୧ରେ ଓଡିଶା ଆସିବେ ଶାହ!

ଭୁବନେଶ୍ୱର: ୨୧ରେ ଓଡିଶା ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବରମୁଣ୍ଡାରେ ସମବାୟ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଏକ ସାଧାରଣ ସଭାରେ ମଧ୍ୟ ଉଦ୍‌ବୋଧନ ରଖିବେ ଶାହ । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking