27.1 C
Bhubaneswar
Friday, December 12, 2025
Homeଓଡିଶା୬୭ ହଜାର ମେଟ୍ରିକ ଟନ ଧାନ ଉଠିଛି: ମନ୍ତ୍ରୀ

୬୭ ହଜାର ମେଟ୍ରିକ ଟନ ଧାନ ଉଠିଛି: ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ୬ଟି ମଣ୍ଡିରେ ୭୧ ହଜାର ୧୩୮ ମେଟ୍ରିକ ଧାନ ପହଞ୍ଚିଛି । ବରଗଡ ଜିଲ୍ଲା, ବଲାଙ୍ଗିର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ନୂଆପଡାରେ ମଣ୍ଡି ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ୧୪ ହଜାର ୨୪୬ ଜଣ ଚାଷୀ ଧାନ ଦେଇଛନ୍ତି । ୬୭ ହଜାର ୪୭୦ ମେଟ୍ରିକ ଟନ ଧାନ ମିଲର ଉଠେଇଛନ୍ତି । ମନ୍ତ୍ରୀମାନଙ୍କୁ ଦୁଇଟି ଲେଖାଏଁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଚାଷ ଓ ପଟା ଜମିକୁ ନେଇ ଟୋକେନ ଦିଆଯାଇଛି, ସମସ୍ତଙ୍କୁ ଦେବା ସମ୍ଭବ ନୁହେଁ । ଅସନ୍ତୁଷ୍ଟ ହେବା କାରଣ ନାହିଁ, ବିରୋଧୀ କହିବା କଥା କହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking