25.1 C
Bhubaneswar
Monday, December 8, 2025
Homeଓଡିଶାବାରବାଟୀ ଟି୨୦: ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ବାରବାଟୀ ଟି୨୦: ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

କଟକ: ବାରବାଟୀ ଟି୨୦ ମ୍ୟାଚ୍ ପାଇଁ ୬ ସ୍ଥାନରେ ପାର୍କିଂ ବ୍ୟବସ୍ଥା। ସାଧାରଣ ଦର୍ଶକଙ୍କ ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ହେବ ପାର୍କିଂ। ଭିଆଇପିଙ୍କ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହେବ। ଓସିଏର ସଦସ୍ୟମାନଙ୍କ ପାଇଁ କ୍ରିକେଟ ଏକାଡେମୀ ପଡ଼ିଆରେ ପାର୍କିଂ ହେବ। ଟିଭି ସଦସ୍ୟ ଓ ପାସ୍‌ଧାରୀଙ୍କ ପାଇଁ ଅଶ୍ବଦ୍ବାର ସାମ୍ନା ୩ କୋଣିଆ ସ୍ଥାନ। ପାସ୍‌ଧାରୀ ଭିଆଇପିଙ୍କ ପାଇଁ ଓସିଏ କ୍ଲବ ଓ ଜାଭିୟର ସ୍କୁଲ୍‌ରେ ପାର୍କିଂ ହେବ।

କାଲି ସାଢେ ୧୧ଟାରେ ଭାରତର ନେଟ୍ ପ୍ରାକ୍ଟିସ୍‌: ଓସିଏ ସଭାପତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking