ନୂଆଦିଲ୍ଲୀ: ବାଂଲାଦେଶୀ, ରୋହିଙ୍ଗିଆ ପ୍ରସଙ୍ଗରେ ଟିଏମସି ସାଂସଦଙ୍କୁ ଟାର୍ଗେଟ କରିଛନ୍ତି । ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କଡା ନିଶାନା କରି କହିଛନ୍ତି, ବଙ୍ଗଳା କହୁଥିବା ଲକେ ଆମର ବନ୍ଧୁ, ସବୁ ଭାଷାଭାଷୀଙ୍କ ପାଇଁ ସ୍ଥାନ ରହିଛି । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି, ସେମାନେ ମହାପ୍ରଭୁଙ୍କ ଭକ୍ତ । ମାତ୍ର ବାଂଲାଦେଶୀ, ରୋହିଙ୍ଗିଆଙ୍କ ପାଇଁ ଓଡିଶାରେ କୌଣସି ସ୍ଥାନ ନାହିଁ ।










