27.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଭାରତକୁ ତୈଳ ରପ୍ତାନୀ ଜାରି ରହିବ: ପୁଟିନ

ଭାରତକୁ ତୈଳ ରପ୍ତାନୀ ଜାରି ରହିବ: ପୁଟିନ

ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି- ପୁଟିନ ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ଏମଓୟୁ ନେଇ ସୂଚନା ଜାରି କରାଯାଇଛି ।୨୩ତମ ଶିଖର ସମ୍ମିଳନୀ ପରେ ପୁଟିନ କହିଛନ୍ତି,  ଦୁଇ ଦେଶ ମଧ୍ୟରେ ବଢିବ ବ୍ୟବସାୟ । ୧୦୦ ବିଲିୟନ ଡଲାର ଟାର୍ଗେଟ ରହିଛି । ୨୦୩୦ ଯାଏଁ ରୋଡମ୍ୟାପ ପ୍ରସ୍ତୁତ କରିଛୁ । ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବଢିବ ।  ତୈଳ ରପ୍ତାନୀ ନେଇ ପୁଟିନ କହିଛନ୍ତି, ଭାରତକୁ ତୈଳ ରପ୍ତାନୀ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking