17.1 C
Bhubaneswar
Friday, February 6, 2026
Homeଓଡିଶାବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ

ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ । ବିରୋଧୀ ଦଳ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ ହେଛି । ବାଚସ୍ପତି ପାତରଅନ୍ତର କରି ବିଜେପି ବିଧାୟକଙ୍କୁ ଅଧିକ  ସମୟ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ଆଣିଲେ ବିଜେଡି ଓ କଂଗ୍ରେସ ବିଧାୟକ । କିଛି ସମୟ ଧରି ସ୍ୱାଭାବିକ ଚାଲିଥିଲା ପ୍ରଶ୍ନକାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking