19.1 C
Bhubaneswar
Friday, December 5, 2025
Homeଓଡିଶା୩୪୨ ଚୋରି ମୋବାଇଲ ଜବତ: ୪ ଲୁଟେରା ଗିରଫ

୩୪୨ ଚୋରି ମୋବାଇଲ ଜବତ: ୪ ଲୁଟେରା ଗିରଫ

ବ୍ରହ୍ମପୁର: ୩୪୨ ଚୋରା ମୋବାଇଲ ଜବତ କରାଯାଇଛିଏହି ଘଟଣାରେ ପୋଲିଜଣ ଲୁଟେରାଙ୍କୁ ଗିରଫ କରିଛି । ଶ୍ରୀକ୍ଷେତ୍ର ବିହାର ଘରୁ ଜବତ କଲା ବଡ଼ବଜାର ଥାନା ପୋଲିସ । ଘରେ ଟ୍ରଲି ବ୍ୟାଗରୁ ୩୪୨ଟି ଦାମୀ ମୋବାଇଲ ଜବତ କରାଯାଇଛି । ଗିରଫ ୪ ଜଣଙ୍କ ମଧ୍ୟରୁ ୨ ଜଣ ଧରାକୋଟର ଓ ୨ ଜଣ ଆନ୍ଧ୍ରର । ହାଇଦ୍ରାବାଦ, ଚେନ୍ନାଇ ସହ ବିଭିନ୍ନ ରାଜ୍ୟରୁ ମୋବାଇଲ ଚୋରି କରୁଥିଲେ । ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାରେ ଚୋରି ମୋବାଇଲ୍ ବିକ୍ରି କରୁଥିଲେ । ଏକ ମୋବାଇଲ ଚୋରି ମାମଲାର ତଦନ୍ତ ବେଳେ ପୋଲିସକୁ ମିଳିଛି ସଫଳତା । ଅଟକ ଏକାଧିକ ଅଭିଯୁକ୍ତଙ୍କ ବୟାନ ଆଧାରରେ ଚଢ଼ାଉ ପରେ ମିଳିଛି ସଫଳତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking