25.1 C
Bhubaneswar
Sunday, March 22, 2026
Homeଓଡିଶାବିଜେଡି ଛାଡ଼ିଲେ ବନ୍ତ ବ୍ଲକ ଅଧ୍ୟକ୍ଷ

ବିଜେଡି ଛାଡ଼ିଲେ ବନ୍ତ ବ୍ଲକ ଅଧ୍ୟକ୍ଷ

ଭଦ୍ରକ: ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଚେୟାରମ୍ୟାନ। ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ଘଡ଼େଇଙ୍କ ଇସ୍ତଫା।ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲ୍ଲା ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର।ଅଧ୍ୟକ୍ଷଙ୍କ ବହିଷ୍କାର ଦାବି କରିଥିଲେ ଦଳୀୟ ଜନପ୍ରତିନିଧି। ବିଜେଡି ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ବହିଷ୍କାର ଦାବି କରିଥିଲେ। ଅଧ୍ୟକ୍ଷ ନିଜ ନାଁରେ ଭେଣ୍ଡର ଖୋଲିଥିବା ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking