29.1 C
Bhubaneswar
Saturday, February 7, 2026
Homeଓଡିଶା ଭିଜିଲାନ୍ସ ଜାଲରେ ଏଆରଆଇ

 ଭିଜିଲାନ୍ସ ଜାଲରେ ଏଆରଆଇ

କେନ୍ଦ୍ରାପଡା: ଲାଞ୍ଚ ନେଇ  ଧରାପଡିଲେ ନିକିରାଇ ଏଆରଆଇ ଅଭିମନ୍ୟୁ ବେହେରା । ୧୨ ହଜାର ଟଙ୍କା  ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ।  ଜମିର କିସମ ପରିବର୍ତ୍ତନ  ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ । ସହ ରାଜସ୍ୱ ନିରୀକ୍ଷକଙ୍କ ଆଳି ଓ ଗରାପୁର  ବାସଭବନରେ  ରେଡ ହୋଇଛି । ନିକିରାଇ ଆରଆଇ ଅଫିସରେ  ମଧ୍ୟ  ଚାଲିଛି ଖାନତଲାସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking