ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶନିବାର ଦିନ ୧୦ଟାରୁ ୪ଟା ଯାଏଁ ସ୍କୁଲ ଆସିବେ ଛାତ୍ରଛାତ୍ରୀ । ପ୍ରବଳ ଶୀତର ପ୍ରଭାବକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ ରଖାଯାଇଛି । ଶନିବାର ସକାଳେ ସାଢେ ୬ଟା ପରିବର୍ତ୍ତେ ଦିନ ୧୦ରୁ ସ୍କୁଲ ଆସିବେ ଛାତ୍ରଛାତ୍ରୀ । ଆସନ୍ତାକାଲିଠୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଲାଗୁ ହେବ । ଏନେଇ ଡିଇଓ ସୂଚନା ଦେଇଛନ୍ତି । ରାଜ୍ୟରେ ଶୀତର ଲହରୀ ଦେଖାଦେଇଛି ।ନବରଙ୍ଗପୁରରେ ପ୍ରବଳ ଶୀତ ଅନୁଭୂତ ହେଉଛି ।










