17.1 C
Bhubaneswar
Sunday, February 8, 2026
Homeଓଡିଶାବିଜେଡିର ପ୍ରାର୍ଥୀ ଚୟନ ଭୁଲ ଥିଲା: ଭୂପିନ୍ଦର

ବିଜେଡିର ପ୍ରାର୍ଥୀ ଚୟନ ଭୁଲ ଥିଲା: ଭୂପିନ୍ଦର

ଭୁବନେଶ୍ୱର: ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ପୋରକ ବୟାନ ଦେଇ କହିଛନ୍ତି, ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ  ଚୟନ ଭୁଲ ଥିଲା । ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବା କଥା କହିଛନ୍ତି ଭୁପିନ୍ଦର । ନବୀନ ପଟ୍ଟନାୟକଙ୍କୁ ପ୍ରଚାରକୁ ନେଇ ଅପମାନିତ କରାଯାଇଛି । ଏ ବୟସରେ ନବୀନ ବାବୁଙ୍କୁ ନେଇ ପ୍ରଚାର କରିବା ଭୁଲ ଥିଲା । ଯନ୍ତ୍ରାଦେଶ କହିଲେ ହେବନି, ଏହାକୁ ପ୍ରମାଣିତ କରିବାକୁ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking