15.1 C
Bhubaneswar
Saturday, December 6, 2025
Homeଓଡିଶାକୌଣସି ଜିଲ୍ଲାରୁ ଆସିନାହିଁ ଇଭିଏମ  

କୌଣସି ଜିଲ୍ଲାରୁ ଆସିନାହିଁ ଇଭିଏମ  

ଭୁବନେଶ୍ୱର: ଇଭିଏମ ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ପ୍ରେସମିଟ କରିଛନ୍ତି । ଅନ୍ୟ ଜିଲ୍ଲାରୁ  କୌଣସି ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ରାଜ୍ୟର ୩୦ ଜିଲ୍ଲାରେ ଇଭିଏମଷ୍ଟ୍ରଙ୍ଗ ରୁମ ରହିଛି । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ ମାସରେ ଥରେ ଲେଖାଏଁ ଯାଞ୍ଚ କରାଯାଏ । ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରୁହନ୍ତି । ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ଭିଡିଓ ଫୁଟେଜ ଯାଞ୍ଚ ହୋଇଥିଲା । ଏଯାଏ ଇଭିଏମ ବିରୋଧୀ ଗୋଟିଏ ଅଭିଯୋଗ ପ୍ରମାଣିତ ହୋଇନାହିଁ । ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହୋଇଥିବା ନେଇ  ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking