32.1 C
Bhubaneswar
Saturday, February 14, 2026
Homeଓଡିଶାରାଜ୍ୟରେ କୃଷି ବିଭାଗର ରବି କ୍ୟାମ୍ପେନ  

ରାଜ୍ୟରେ କୃଷି ବିଭାଗର ରବି କ୍ୟାମ୍ପେନ  

ଭୁବନେଶ୍ୱର: ରାଜ୍ୟରେ ରବି କ୍ୟାମ୍ପେନ ଆରମ୍ଭ କଲା କୃଷି ବିଭାଗ । ଡାଲି ଓ ତୈଳବିଜ  ଚାଷ ପାଇଁ ରବି କ୍ୟାମ୍ପେନ କାର୍ଯ୍ୟକ୍ରମ  ରହିଛି । ଏନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ  ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି, ଆଳୁ ଏବଂ ଡାଲିରେ ଆତ୍ମନିର୍ଭର ହେବ ଓଡିଶା । ପଶ୍ଚିମବଙ୍ଗ ଆଉ ନାଲି ଆଖି ଦେଖାଇପାରିବନି ।  ଆଳୁ ଚାଷ ପାଇଁ ୩ ଲକ୍ଷ ମେଟ୍ରିକ ଟନ ବିହନ ଯୋଗାଇ ଦିଆଯାଇଛି । ୧୩ ଶୀତଳ ଭଣ୍ଡାର କାମ ମଧ୍ୟ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking