16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବିହାର ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ

ବିହାର ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାମ୍ପେନ। ସମସ୍ତିପୁରରେ ବିଶାଳ ଜନସଭାରେ ପିଏମ ସାମିଲ ହୋଇ ସମ୍ବୋଧନ କରିଛନ୍ତି ।  କହିଛନ୍ତି, ବିହାରରେ ପୁଣିଥରେ ଏନଡିଏ ସରକାର । ବିହାର କହୁଛି ପୁଣି ଥରେ ସୁଶାନ ସରକାର । ମହାଗଠବନ୍ଧନକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜଙ୍ଗଲରାଜ ସୃଷ୍ଟି କରିଥିବା ଲୋକଙ୍କ ଦୂରରେ ରଖିବେ ବିହାରବାସୀ ।  ଚାକିରି ନାଁରେ ଜମି ଦୁର୍ନୀତିରେ ସଂପୃକ୍ତ ଆରଜେଡି ନେତା ।  କୋଟି କୋଟି ଟଙ୍କାର ନ୍ର୍‌ୀତି ମାମଲାରେ ଏମାନେ ଜାମିନରେ ଅଛନ୍ତି । ଦଳିତ, ଅରିପଛୁଆବର୍ଗଙ୍କୁ ପ୍ରାଥମିକତା ଆମର ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking