16.1 C
Bhubaneswar
Sunday, December 7, 2025
Homeଓଡିଶାନଦୀରେ ବୁଡି ମହିଳା ମୃତ

ନଦୀରେ ବୁଡି ମହିଳା ମୃତ

ଗଞ୍ଜାମ: ଗାଧୋଇବାକୁ ଯାଇ ନଦୀରେ ବୁଡି ମହିଳାଙ୍କୁ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜଲମେରୀପଲ୍ଲୀ ଗାଁ ଘୋଡାହାଡ ନଦୀ ଘାଟରେ ଏଭଳି ଅଘଟଣ ଘଟିଛି । ସାଙ୍ଗେ ସାଙ୍ଗେ ମହିଳାଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଉଦ୍ଧାର କରିଥିଲେ । ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ ଗ୍ରାମବାସୀ। ଦିଗପହଣ୍ଡି ମେଡିକାଲରେ  ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking