ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାଇକା ନଦୀରେ ଭାସିଗଲେ ୨ ଜଣ । କ୍ରିଷ୍ଣାନନ୍ଦପୁର ନିକଟ ପାଇକା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ । ଅସାବଧାନତା କାରଣରୁ ଗୋଡ ଖସି ଭାସିଯାଇଥିବା ସୂଚନା ମିଳିଛି । ଉଦ୍ଧାରବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରାଯାଇଛି । ସାଙ୍ଗେ ସାଙ୍ଗେ ମେଡିକାଲକୁ ନିଆଯାଇଛି । ଆଉ ୨ ଜଣଙ୍କୁ ଖୋଜାଖୋଜି କରାଯାଇଛି । ଏନେଇଲ ପରିବାର ଲୋକେ ମ୍ରିୟମାଣ ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।










