27.1 C
Bhubaneswar
Tuesday, March 31, 2026
Homeଓଡିଶାତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଚାଲିଗଲା ମହିଳାଙ୍କ ଜୀବନ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଚାଲିଗଲା ମହିଳାଙ୍କ ଜୀବନ

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ କେନାଲ ରୋଡରେ ଥିବା ଆନନ୍ଦ ପଲ୍ଲୀ କ୍ଲିନିକ୍ ନାରେ ଆସିଲା ସାଙ୍ଘାତିକ ଅଭିଯୋଗ। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ। ସୂଚନା ଅନୁସାରେ, ଛତାହାର ଗାଁର ଜିତେନ୍ଦ୍ର କୁମାର ନାୟକ ନିଜ ପତ୍ନୀଙ୍କ ପ୍ରସବ ଚିକିତ୍ସା ପାଇଁ ଆନନ୍ଦ ନର୍ସିଂ ହୋମ ଆଣିଥିଲେ। ହେଲେ ସେଠାରେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ସରୋଜାଲକ୍ଷ୍ମୀ ଦାଶ ଭୁଲ ଅସ୍ତ୍ରୋପଚାର କରିବା ସହ ନର୍ସିଂହୋମ କର୍ମଚାରୀଙ୍କ ଅବହେଳା ଯୋଗୁ ମହିଳାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏନେଇ ନର୍ସିଂହୋମ କର୍ତ୍ତୃପକ୍ଷ କିମ୍ବା ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking