14.1 C
Bhubaneswar
Sunday, December 7, 2025
Homeଓଡିଶାଭୁବନେଶ୍ୱର ରାସ୍ତା ପ୍ରଶସ୍ତ ହେବ: ପୃଥ୍ୱୀରାଜ

ଭୁବନେଶ୍ୱର ରାସ୍ତା ପ୍ରଶସ୍ତ ହେବ: ପୃଥ୍ୱୀରାଜ

ଭୁବନେଶ୍ୱର: ରାଜ୍ୟରେ ୭ ଶହ କିମି ରାସ୍ତା ମରାମତି ଓ ନବୀକରଣ ହେବ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୮ରୁ ୧୦ ଦିନ ଭିତରେ ମରାମତି ଓ ନବୀକରଣ ଟେଣ୍ଡର । ଡିସେମ୍ବର ଓ ଜାନୁଆରୀ ସୁଦ୍ଧା ଟେଣ୍ଡର ପରେ ରାସ୍ତା କାମ ଆରମ୍ଭ ହେବ । ଭିଡ  ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ରାସ୍ତା ପ୍ରଶସ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking